ଲଞ୍ଜା
ଦେଖଣା
ଲଞ୍ଜା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଲଞ୍ଜ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ସ୍ରୋତଃ —୧. Current.
- ୨. ଲକ୍ଷ୍ମୀ —୨. The Goddess of fortune.
- ୩. ନିଦ୍ରା —୩. Sleep (Apte).
- ୪. କୁଳଟା ସ୍ତ୍ରୀ — ୪. An adulteress (Apte).
ଅନୁବାଦ
[ସମ୍ପାଦନା]ଲଞ୍ଜା
|
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଞ୍ଜ)
- ୧. ଲାଞ୍ଜ; ଲାଙ୍ଗୁଡ଼; ପୁଚ୍ଛ —୧. Tail.
- ୨. ଲଞ୍ଜା ତରା; ଧୂମକେତୁ —୨. Comet.
- ୩. ଗୁଡ଼ିର ନିମ୍ନ ଭାବରେ ଯୋଡ଼ି ଦିଆ ଯାଇଥିବା ଲମ୍ୱ କାଗଜ ଖଣ୍ଡ — ୩. A long piece of paper struck to the lower endd of a paper kite.
[ଦ୍ରଷ୍ଟବ୍ୟ —ଦୁଇଖଣ୍ଡ କାଗଜ ଏକତ୍ର ଯୋଡ଼ି ଦିଆ ଯାଇଥିଲେ, ସେପରି ଗୁଡ଼ିକୁ "ଦୋ—ଲଞ୍ଜା" ଗୁଡ଼ି କହନ୍ତି]
- ୪. ରଞ୍ଜା —୪. Frame- work of twigs for trailing creepers.
(ଉ—ସିଝୁ ଆଙ୍କୁ ବାଡ଼େ, ରଞ୍ଜା ପିଢ଼ା ଡାଳେ, ଫୁଟେ ତୋରା ଜହ୍ନି ଫୁଲ ନନ୍ଦକିଶୋର. ଶର୍ମିଷ୍ଠା)