ଲଟ
ଦେଖଣା
ଲଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଲଟ ଧାତୁ=ଚାପଲ୍ୟାଦି ବାଳଭାବ ପ୍ରକାଶ କରିବା+ ଭାବ. ଅ)
[ସମ୍ପାଦନା]- ୧. ପ୍ରମାଦ ବଚନ; ଅନବହିତ ହୋଇ କଥା କହିବା —୧. Foolish and careless talk.
- ୨. (+କର୍ତ୍ତୃ. ଅ) ପାଗଲ ବ୍ୟକ୍ତି —୨. A mad man.
- ୩. ନିର୍ବୋଧ ବ୍ୟକ୍ତି —୩. A fool; a blockhead (Apte).
- ୪. ଚୈର —୪. A thief; robber.
- ୫. (+କରଣ. ଅ) ଦୋଷ; ଅପରାଧ —୫. Fault; defect (Apte)
- ୬. ଅନର୍ଥ; ଅନିଷ୍ଟ; ଅତ୍ୟାଚାର — ୬. Oppression; injury.
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଲମ୍ପଟ —Adulterous.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଟ୍ୱ)
[ସମ୍ପାଦନା]- ୧. ଦୁର୍ନ ବ୍ୟକ୍ତି —୧. A wicked person.
- ୨. ଲମ୍ପଟ ବ୍ୟକ୍ତି —୨. A lecher.
- ୩. ଅଡ଼ୁଆ — ୩. Difficulty; trouble.
(ଉ—ତହିଁରେ କଳନ୍ତର ଲାଟ ଲାଗି ରହିଛି ଫକୀରମୋହନ. ଗଳ୍ପସ୍ୱଳ୍ପ)
- ୪. (ସଂକଟ) କୌତୁଳ —୪. Fun.
[ଉ—ଲାଗିଲାରେ ଲାବଣ୍ୟନିଧିକି ଶ୍ୟାମ ଲଟ—କବିସୂର୍ଯ୍ୟ ସଙ୍ଗୀତ]
- ୫. (ସଂ ନୃତ୍ୟ) ସଂସାରଲୀଳା — ୫. Worldly concerns; worldly existence.
[ଉ—ଯେବେ କ୍ରୋଧେ ଯୁଝିବେ ଭୀମ ବାତଚାଟ; ଜାଣ ସାରିଦେବେ ସେ ଦୁର୍ଯ୍ୟୋଧନ ଲଟ—କୃଷ୍ଣସିଂହ ମହାଭାରତ ବନ]
- ୬. ଗୋଳମାଳ; ଧନ୍ଦା; ଜଞ୍ଜାଳ — ୬. State of confusion.
[ଉ—ନୋହିଲେ କୃଷ୍ଣକୁ ଭେଟାଉ, ଅଧିକ ଲଟ ନାହିଁ ଆଉ—ଭୂପତି ପ୍ରେମପଞ୍ଚାମୃତ]
- ୭. ଗୁରୁ ଦାୟିତ୍ୱ — ୭. Grave responsibility.
ଲଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଟ୍ଟ୍ୱ)
[ସମ୍ପାଦନା]- ୧. ଦଉଡ଼ିଦ୍ୱାରା ଘୂରାଇ, ଭୂମିରେ ଚକ୍ର ପରି ବୁଲାଇବା ପାଇଁ ପ୍ରସ୍ତୁତ ହୋଇଥିବା ଛତ୍ରାକାର ମୁନିଆ ଗୋଲବିଶେଷ —୧. A whirling top.
- ୨. କ୍ରୀଡ଼ନକ କନ୍ଦୁକ, ଖେଳିବାର ପେଣ୍ଡୁ —୨. A play ball.
(ଉ—ମସ୍ତକମାନ ଲଟୁ କରି, ହରଷେ ବୁଲନ୍ତି ବିହରି— ଜଗନ୍ନାଥ. ଭାଗବତ)