ଲଟକଣ
ଦେଖଣା
ଲଟକଣ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଲଡ଼୍ ଧାତୁ=କମ୍ପନ)
[ସମ୍ପାଦନା]ଲମ୍ୱମାନ, ଝୁଲିଥିବା —Hanging down.
ଅନୁବାଦ
[ସମ୍ପାଦନା]ଲଟକଣ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିମାନ ଆଦିରେ ଝୁଲା ଯାଇଥିବା କାରୁକାର୍ଯ୍ୟ ଯୁକ୍ତ କ୍ଷୁଦ୍ର କାଷ୍ଠଖଣ୍ଡ (ବସୁଣୀ ପରି) — ୧. Small bits of wood hung to the edgs of Hanging.
- ୨. ଯାହା ଝୁଲୁଥାଏ; ଝୁଲ —୨. Hangings.
- ୩. ହାରର ମଝିରେ ଓ ନାକର ଦଣ୍ଡିରେ ଓ କାନରେ ଫାସିଆରେ ଝୁଲିଥୁବା ଲୁଡ଼ୁକା; ଯେଉଁ ଅଳଙ୍କାର— ମାନ ଝୁଲୁଥାଏ; ଲକେଟ୍ —୩. Pendents (in ornaments) hanging locket.
- ୪. ପାଗ ବା ଟୋପିରେ ଲମ୍ୱିଥିବା ଗୁଚ୍ଛ ଭୂଣ୍ଡିମାନ —୪. Tassels hanging fom turbans or caps.
- ୫. ବିଦେଶୀୟ କ୍ଷୂଦ୍ର ପୁଷ୍ପ—ତରୁବିଶେଷ —୫. A flower tree; Bixa Orellæa.
[ଦ୍ରଷ୍ଟବ୍ୟ —ଏହା ଆମେରିକାରୁ ଏ ଦେଶିକୁ ପ୍ରାୟ ୩ ବର୍ଷ ହେଲା ଆନୀତ ହୋଇଅଛି ଦକ୍ଷିଣ ଭାରତରେ ଏହା ବହୁତ ଦେଖାଯାଏ ପତ୍ର ବଡ଼; ଫୁଲ ଧଳା ଓ ନାଲିଭେଦରେ ଦୁଇପ୍ରକାର ବର୍ଷା ଶେଷରେ ଗଛରେ ଫୁଲ ଧରେ ଫୁଲରେ ୮୧ଟା ପାଖୁଡ଼ା ଫଳେ କାଙ୍କଡ଼ ପରି ଫଳ ପାଚିଲେ ଫାଟିଯାଏ
ଅନୁବାଦ
[ସମ୍ପାଦନା]ଲଟକଣ
|
ବୀଜ ଅନେକ ମଞ୍ଜି ଦେହରେ ସିନ୍ଦୁର ପରି ଏକପ୍ରକାର ନାଲି ଅସ୍ଥାୟୀ ରଙ୍ଗ (arnatto, annalto)ଥାଏ ଏହି ମଞ୍ଜିକୁ ପାଣିରେ ଗୋଳି ଲୋକେ ଲୁଗା ଆଦି ରଙ୍ଗ କରନ୍ତି ଏହି ଗଛକୁ ଆମ ଦେଶରେ ବିଲାତିକୁକୁମ ବା କୁଙ୍କୁମ ଗଛ ବୋଲି କହନ୍ତି]ବୈଦେଶିକ - (ଇଂ ଅଣ୍ଠନ୍ର ଅଶୁଦ୍ଧ ଉଚ୍ଚାରଣ)
ବିଶେଷ୍ୟ -
[ସମ୍ପାଦନା]ଲଣ୍ଟଣ (ଦେଖ) - Laṇṭaṇa (See)