Jump to content

ଲଟକନ

ଉଇକିଅଭିଧାନ‌ରୁ

ଲଟକନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବୃକ୍ଷାରୋହୀ ବର୍ଗର ୬ ୭ ଆଙ୍ଗୁଳି ପକ୍ଷିବିଶେଷ — A kind of bird; Loriquet; Loriculis Vernatis.

[ଦ୍ରଷ୍ଟବ୍ୟ —ଏମାନେ ଶୁଆଜାତୀୟ, କିନ୍ତୁ ଶୁଆଠାରୁ ଛୋଟ ଏମାନେ ଟିଆ ପରି, କିନ୍ତୁ ଟିଆ ଅପେକ୍ଷା ଏମାନଙ୍କ ଥଣ୍ଟ ଛୋଟ ଓ ଚେପଟା; ଲାଞ୍ଜ ଛୋଟ ଓ ପ୍ରାୟ ଗୋଲ; ସାଗୁଆ; ପକ୍ଷ ରକ୍ତବର୍ଣ୍ଣ; ଏହାର ଅନ୍ୟ ନାମ "ଲାଲ୍ମନ୍ ତୋତା"]