ଲଟକେଇବା
ଦେଖଣା
ଲଟକେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]=== ଦେଶଜ - କ୍ରିୟାପଦ - (ସଂସ୍କୃତ - ଲତା; ଲତା ପରି ଲମ୍ୱିତ କରିବା; ଲଟକିବାର ଣିଜନ୍ତି) (ସକର୍ମକ)
ଟାଙ୍ଗିଦେବା; ଟାଙ୍ଗାଇବା; କୌଣସି ପଦାର୍ଥକୁ ରୁଜ୍ଜୁ ଆଦିଦ୍ୱାରା ତଳକୁ ଝୁଲାଇବା; ଲତା ପରି ଲମ୍ୱାଇବା; ଓହୋଳାଇବା; ଉକୁଚାଇବା —To hang down a thing; to keep a thing suspended