ଲଟଖଟିଆ
ଦେଖଣା
ଲଟଖଟିଆ
ଉଚ୍ଚାରଣ
[ସମ୍ପାଦନା][ଲଟକୂଟେଈ ଲଟଖ(ଘ)ଟେଈ ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଯେ ଅଡ଼ୁଆ ଲଗାଏ; ଯଏ ଅନର୍ଥ ଘଟାଏ —୧. Meddlesome.
- ୨. ଗୋଳମାଳିଆ — ୨. Intricate.
- ୩. ଚପଳ; ଅସ୍ଥିର —୩. Hasty; restless.
ଲଟଖଟିଆ
ଉଚ୍ଚାରଣ
[ସମ୍ପାଦନା][ଲଟଖ(ଘ)ଟେଈ—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ବ୍ୟଭିଚାରସକ୍ତ —୧. Adulterous; lecherous.
- ୨. ଅବୈଧ ପ୍ରଣୟ ଲିପ୍ତ —୨. Lewd; licentious.