ଲଟଘଟ
ଦେଖଣା
ଲଟଘଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଟ=ଦୋଷ ଓ କୁଟ=କପଟ)
[ସମ୍ପାଦନା]ନଟକୁଟ (ଦେଖ) - —Naṭakūṭa (See)
ଲଟଘଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଟ ଧାତୁ ଓ ଘଟ୍ ଧାତୁ)
[ସମ୍ପାଦନା]- ୧. କଳି— କଜିଆ; ଅନର୍ଥ —୧. Quarrel.
- ୨. ଗୋଳମାଳ —୨. Complication.
- ୩. (ସଂସ୍କୃତ - ଲଟ=ଲମ୍ପଟ) ପାପ ଦୋସ୍ତୀ; ପାପ ପ୍ରଣୟ — ୩. Illict love; illict intercourse.
- ୪. ବ୍ୟଭି— ଚାର —୪. Adultery.