Jump to content

ଲଟଘଟିଆ

ଉଇକିଅଭିଧାନ‌ରୁ

ଲଟଘଟିଆ

ଉଚ୍ଚାରଣ

[ସମ୍ପାଦନା]
[ଲଟକୂଟେଈ ଲଟଖ(ଘ)ଟେଈ ସ୍ତ୍ରୀ]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେ ଅଡ଼ୁଆ ଲଗାଏ; ଯଏ ଅନର୍ଥ ଘଟାଏ —୧. Meddlesome.
୨. ଗୋଳମାଳିଆ — ୨. Intricate.
୩. ଚପଳ; ଅସ୍ଥିର —୩. Hasty; restless.



ଲଟଘଟିଆ

ଉଚ୍ଚାରଣ

[ସମ୍ପାଦନା]
[ଲଟଖ(ଘ)ଟେଈ—ସ୍ତ୍ରୀ] 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ବ୍ୟଭିଚାରସକ୍ତ —୧. Adulterous; lecherous.
୨. ଅବୈଧ ପ୍ରଣୟ ଲିପ୍ତ —୨. Lewd; licentious.