ଲଟଘଟ ହେବା
(ସ୍ତ୍ରୀ ବା ପୁରୁଷ) ଅନ୍ୟ ବ୍ୟକ୍ତି ସଙ୍ଗେ ପାପ ପ୍ରଣୟରେ ଲିପ୍ତ ହେବା —(a male or female) To commit adultery.