Jump to content

ଲଟପଟ

ଉଇକିଅଭିଧାନ‌ରୁ

ଲଟପଟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଲୁଣ ଧାତୁ ବା ଲଟ୍ ଧାତୁ)

[ସମ୍ପାଦନା]
୧. ଧୂଳି ବା କାଦୁଅ ବୋଳି ହୋଇଥିବା; ସରସର — ୧. Sameared (with dust or mud) all over the body.

[ଉ—କୁତୀଟି ପୋଖରୀ ପଙ୍କରେ ପଡ଼ି ଲଟପଟ ହେଉଅଛି— ଫକୀରମୋହନ, ଛମାଣ ଆଠଗୁଣ୍ଠ]

୨. କାଦୁଅରେ ବା ଅଠାରେ ବା ଲାଳରେ ବିଶେଷଭାବରେ ଗୋଳାଇ ହୋଇଥିବା —୨. Bedaubed with mud orr gum or slime.
୩. (ଜଞ୍ଜାଳରେ) ଜଡ଼ିତ — ୩. Entangled.

[ଉ—ହେବାରୁ ତୁମ୍ଭ ସ୍ନେହେ ଲଟପଟ, ଉତ୍ତମ ପକ୍ଷ ଛାଡ଼ିବାର ଘଟ—କବିସୂର୍ଯ୍ୟ ସଙ୍ଗୀତ]

୪. କାଦୁଅ ଓ ପଙ୍କରେ ଲୁଣ୍ଠିତ — ୪. Wallowing in mud or dust.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅଡ଼ୁଆ; ଜଞ୍ଜାଳ; ଗୋଳମାଳ —୧. Complication.
୨. ଆସକ୍ତି; ଦୁଇଜଣଙ୍କ ମଧ୍ୟରେ ପ୍ରଣୟ— ଜନିତ ସମ୍ୱନ୍ଧ —୨. Attachment due to love.