ଲଟପଟିଆ
ଦେଖଣା
ଲଟପଟିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଟପଟିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. କାଦୁଅ; ଅଠା, ପଙ୍କ ବା ଧୂଳି ବୋଳି ହୋଇଥିବା —୧. Smeared or bespattrred with mud, slime etc.
- ୨. ଗୋଳମାଳିଆ —୨. Intricate; complicated.
- ୩. ଅଠାଳିଆ — ୩. Gummy.
- ୪. ନାଳୁଆ; ଲାଳାମୟ —୪. Slimy.