ଲଟରେ ପଡ଼ିବା
ଦେଖଣା
ଲଟରେ ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଟରେ ପଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଅଡ଼ୁଆରେ ପଶିବା; ଗୋଳମାଳରେ ପଡ଼ିବା —To be involved in trouble.
(ଲଟରାରେ ପଡ଼ିବା— ଅନ୍ୟରୂପ) [ଲଟରେ ପକା(କେ)ଇବା—ସକର୍ମକରୂପ]
ଲଟରେ ପଡ଼ିବା
|
ଅଡ଼ୁଆରେ ପଶିବା; ଗୋଳମାଳରେ ପଡ଼ିବା —To be involved in trouble.
(ଲଟରାରେ ପଡ଼ିବା— ଅନ୍ୟରୂପ) [ଲଟରେ ପକା(କେ)ଇବା—ସକର୍ମକରୂପ]