Jump to content

ଲଟଲଟ

ଉଇକିଅଭିଧାନ‌ରୁ

ଲଟଲଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ

[ସମ୍ପାଦନା]
୧. ହଠାତ୍ ଭୂମିରେ ଲମ୍ୱ ଭାବରେ ପଡ଼ିବା ଶୋଇବା ପ୍ରକାରେ —୧. Suddenly (lying prostrate on the ground).

[ଦ୍ରଷ୍ଟବ୍ୟ — ବହୁଲୋକ ଭୂମିରେ ଲମ୍ୱ ହୋଇ ଶୋଇ ପଡ଼ିଲେ କିମ୍ୱା ଜଣେ ଲୋକ ବହୁ ଥର ଭୂମିରେ ଲମ୍ୱ ହୋଇ ପଡ଼ୁଥିଲେ, "ସେମାନେ ଭୂଇଁରେ ଲଟ ଲଟ ଶୋଇ ପଡ଼ିଲେ" "ସେ ଲଟ ଲଟ ଶୋଇ ପଡ଼ୁଛି"; ବୋଲାଯାଏ]

୨. ଲଟପଟ (ଦେଖ) - —୨. Laṭa paṭa (See).