ଲଟଳି ପଡ଼ିବା
ପେଞ୍ଚ ଚାଲୁଥିବା ଅବସ୍ଥାରେ କୌଣସି ଗୋଟିଏ ଗୁଡ଼ିର ସୂତା ଭାଙ୍ଗିଯିବାରୁ ଗୁଡ଼ିଟି ତଳ ଆଡ଼କୁ ଝୁଲିପଡ଼ିବା —(said of paper kite when its string snaps) To hang down; to come down.