ଲଟା
ଦେଖଣା
ଲଟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଲଟ୍ ଧାତୁ=ଚାପଲ୍ୟାଦି ଭାବ ପ୍ରକାଶ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଅ)
[ସମ୍ପାଦନା]- ୧. ଚୂର୍ଣ୍ଣ କୁନ୍ତଳ —୧. Ringlet of hai on the forehead.
- ୨. କୁସୁମ ଫୁଲ —୨. Safflower.
- ୩. ଲଟା କରଞ୍ଜ (ଦେଶ) —୩. Laṭā Karan̄ja (See),
- ୪. କାମୂକୀସ୍ତ୍ରୀ —୪. A lewd woman.
- ୫. ଗ୍ରାମ୍ୟ ଚଟକ; ଘରଚଟିଆପକ୍ଷୀ — ୫. The sparrow.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲତା)
[ସମ୍ପାଦନା]- ୧. ଲତା —୧. Creeper.
- ୨. ନିବିଡ଼ ଜଙ୍ଗଲ —୨. Dense forest.
[ଉ—ଦେଖୁ ଅଚ୍ଛତ ଆମ୍ଭେ ବୁଲି ଲଟା କ ରିଣ ଦେଉଅଛି ଦେହଟିକି କୁଟା କୃଷ୍ଣସିଂହ. ମହାଭାରତ. ବିରାଟ]
- ୩. (ସଂସ୍କୃତ - ଅନିଷ୍ଟ) ଅନର୍ଥ; ଅନିଷ୍ଟ; ଅତ୍ୟାଚାର —Opprression; injury.
- ୪. ସଂଯୋଗ କରଣ —୪. Connecting.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଘାସ —Grass.
ଦେଶଜ - ବିଶେଷଣ -
[ସମ୍ପାଦନା]ସଂଯୁକ୍ତ — Connected.