Jump to content

ଲଟା ଆମ୍ୱ

ଉଇକିଅଭିଧାନ‌ରୁ

ଲଟା ଆମ୍ୱ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲତା+ଆମ୍ର)

ଆମ୍ରବୃକ୍ଷ ବିଶେଷ — ୧. A species of mango tree, whose branches spead on the ground.

[ଦ୍ରଷ୍ଟବ୍ୟ —ଏହାର ଡାଳ ଖୁବ୍ ମାଡ଼େ; ଏହା ଲତା ନୁହେଁ, କିନ୍ତୁ ଏହାର ଶାଖାମାନଙ୍କର ଲତା ପରି ବିସ୍ତୃତ ଗୁଣ ଥିବାରୁ ଏହି ନାମ]

୨. ଆମ୍ର
ଜାତୀୟ ଲଟାଳିଆ ବୃକ୍ଷ ବିଶେଷ —୨. Name of a scandent plant producing mango like edible fruits, Willinghbein Edielis.