ଲଟା କନିଅର
ଲଟାଳିଆ ଗୁଳ୍ମ ବିଶେଷ — Allamanda shrub.
[ଦ୍ରଷ୍ଟବ୍ୟ —ଏହା ଉଚ୍ଚରେ ୭/୮: ହାତ ବଢ଼େ ଫୁଲ କନିଅର ଫୁଲ ପରି ଛୋଟ ଓ ହଳଦିଆ ବର୍ଣ୍ଣ; ପେନ୍ଥା ପେନ୍ଥା ହୋଇ ଫୁଟେ ଏହାର ଡାଙ୍ଗକୁ ବାଡ଼ିକଲେ ଏହା ନାଲିବର୍ଣ୍ଣ ଦେଖାଯାଏ]