Jump to content

ଲଟା କରଞ୍ଜ

ଉଇକିଅଭିଧାନ‌ରୁ

ଲଟା କରଞ୍ଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - କଟୁ କରଞ୍ଜ, ପୂତି କରଞ୍ଜ)

[ସମ୍ପାଦନା]

ଲତା— କରଞ୍ଜ; କଣ୍ଟା କରଞ୍ଜ; ବରିପୋଲ — A creeping thorny palnt; Caesalpina Bonducella.

[ଦ୍ରଷ୍ଟବ୍ୟ —ଏହା ବୃହତ୍ ଲଟାଳିଆ କଣ୍ଟା; ଗଛ, ଜଙ୍ଗଲରେ ଓ ବାଡ଼ରେ ମାଡ଼େ ଏହାର ଛୁଇଁ କଣ୍ଟକମୟ ଓ ଚେପଟା; ଆକାରରେ ଗିଲ ଛୁଇଁ ପରି କିନ୍ତୁ ଛୋଟ ଗିଲ ଗଛର ଫୁଲର ଦଳ ସମାନ, କିନ୍ତୁ ଏ ଗଛର ଫୁଲର ଦଳ ଅସମାନ ଏହାର ଛୁଇଁ ଭିତରେ ଥିବା ବୀଜର ଶସ୍ୟ ଔଷଧରେ ଲାଗେ ଏହାର ପତ୍ରକୁ ଚଟଣି କରି ଖାଆନ୍ତି ଏହାର ଫଳକୁ ଆଚାର କରନ୍ତି]