Jump to content

ଲଟା ପଟା

ଉଇକିଅଭିଧାନ‌ରୁ

ଲଟା ପଟା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ

[ସମ୍ପାଦନା]

ଲଟ ପଟ (ଦେଖ) - Laṭapaṭa (See)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବହୁ ଲତାଦ୍ୱାରା ବେଷ୍ଟିତ ହୋଇ ଅଡ଼ୁଆ ହୋଇଥିବା —୧. Entangled with creepers.
୨. ଛନ୍ଦଣି ମନ୍ଦଣି —୨. Entangled.
୩. ଗୋଳ— ମାଳିଆ; ଜଟିଳ —୩. Complicated; intricate; confused.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଲତାଆଦିଦ୍ୱାରା ଗୁଡ଼େଇ ତୁଡ଼େଇ ହୋଇଥିବା ଅବସ୍ଥା —Entangled condition.

[ଉ—କି ଝାଡ଼? କଣ୍ଟା ବାଡ଼; କି କଣ୍ଟା? କାନକୋଳି କଣ୍ଟା—ଯହିଁରେ ଲାଗିବ ଲଟାପଟା— କାହାଣୀର ଲଥା]