Jump to content

ଲଟା ବେଁଏଁ କୋଳି

ଉଇକିଅଭିଧାନ‌ରୁ

ଲଟା ବେଁଏଁ କୋଳି

ଉଚ୍ଚାରଣ

[ସମ୍ପାଦନା]

(ଲଟାବେଁକୋଳି—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାଷ୍ଟ୍ରିକା ଓ କୁଳୀ)

[ସମ୍ପାଦନା]

ବିହାଙ୍କୁଡ଼ୀ; ବାଇଗଣଜାତୀୟ କଣ୍ଟକମୟଲତାବିଶେଷ — Solaniun Indicum; Solanium Diffusum; Solanium Trillo batum (Haines).

[ଦ୍ରଷ୍ଟବ୍ୟ —ଏ ଲତା ଭୂମିରେ ବା ବାଡ଼ରେ ମାଡ଼େ ଏହାର ପତ୍ର ବାଇଗଣ ପତ୍ର ପରି କିନ୍ତୁ ଆକାରରେ ଛୋଟ ଓ ପତ୍ରଚ ପିଠି ପାଖରେ କଣ୍ଟା ଥାଏ ଫଳ ଭେଜି ବାଇଗଣ ପରି ଓ ଫୁଲ ବାଇଗଣ ଫୁଲ ପରି ନୀଳବର୍ଣ୍ଣ ଏହାର ପତ୍ର ଓ ଫଳ କାଶ ରୋଗରେ ଓ ଦଶମୂଳ ପାଚନ ଔଷଧରେ ବ୍ୟବହୃତ ହୁଏ ଏହା ଧାରକ, ପାଚକ ହୃଦ୍ୟ, ଉଷ୍ଣବୀର୍ଯ୍ୟ; ଏହା କଫ, ବାୟୁ ମୁଖର ବିରସତା, ମଳ, ଅରୁଚି, କୁଷ୍ଠ, ଜ୍ୱର, ଶ୍ୱାସ , ଶୂଳ, କାସ ଓ ଅଗ୍ନିମାନ୍ଦ୍ୟନାଶକ]