Jump to content

ଲଟୁ ଚୋରି

ଉଇକିଅଭିଧାନ‌ରୁ

ଲଟୁ ଚୋରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ହରିବଂଶ ନାମକ ଶ୍ରୀକୃଷ୍ଣ ନୀଳାତ୍ମକ ଗ୍ରନ୍ଥ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କର ଦୁଇଟି ପେଣ୍ଡୁକୁ ରାଧା ଚୋରାଇ ନେଇ ଥିବାର ଅଭିଯୋଗରେ ଶ୍ରୀକୃଷ୍ଣ କୌତୁକ କରିଥିବା ଘଟନା ଓ ତଦବଲମ୍ୱନରେ ଲିଖିତ ଓଡ଼ିଆ କବି ଦୀନକୃଷ୍ଣ ଦାସଙ୍କର ପଦ୍ୟ ଗ୍ରନ୍ଥ —A small Oriya poem by poet Dinakṛushṇa describing an incident of Srīkṛushṇas accusation against Rādhā that she had stolen his play balls, though she had not actually done so, but which two balls came out of the folda of her dress.