Jump to content

ଲଟେଇ

ଉଇକିଅଭିଧାନ‌ରୁ

ଲଟେଇ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନର୍ତ୍ତକୀ)

[ସମ୍ପାଦନା]

ନଟେଇ; ଅରଟରେ କଟା ଯାଇଥିବା ସୂତାକୁ ଗୁଡ଼େଇ ରଖିବା ପାଇଁ ବ୍ୟବହୃତ ଏକାଧିକ କାଠିଯୁକ୍ତ ଯତ୍ନ —A reel.

[ଦ୍ରଷ୍ଟବ୍ୟ —ଏଥିର ଦେହରେ ଅରଟରୁ ପିଟୁଥିବା ସୂତା ଗୁଡ଼େଇ ହେଲା ବେଳେ ଏହା ଘୂରୁଥାଏ ବା ନାଚିଲା ପରି ଦେଖା ଯାଉଥାଏଁ ଏଥିପାଇଁ ଏପରି ନାମ ହୋଇଅଛି]