Jump to content

ଲଟ୍ଟୁ

ଉଇକିଅଭିଧାନ‌ରୁ

ଲଟ୍ଟୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଟ୍ଟ୍ୱ)

[ସମ୍ପାଦନା]
୧. ଦଉଡ଼ିଦ୍ୱାରା ଘୂରାଇ, ଭୂମିରେ ଚକ୍ର ପରି ବୁଲାଇବା ପାଇଁ ପ୍ରସ୍ତୁତ ହୋଇଥିବା ଛତ୍ରାକାର ମୁନିଆ ଗୋଲବିଶେଷ —୧. A whirling top.
୨. କ୍ରୀଡ଼ନକ କନ୍ଦୁକ, ଖେଳିବାର ପେଣ୍ଡୁ —୨. A play ball.

(ଉ—ମସ୍ତକମାନ ଲଟୁ କରି, ହରଷେ ବୁଲନ୍ତି ବିହରି— ଜଗନ୍ନାଥ. ଭାଗବତ)