Jump to content

ଲଟ୍ୱ

ଉଇକିଅଭିଧାନ‌ରୁ

ଲଟ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲଟ୍ ଧାତୁ=ଚାପଲ୍ୟାତା ବାଳ ଭାବ ପ୍ରାକାଶ କରିବା+ କର୍ତ୍ତ୍ୱ. ବ)

[ସମ୍ପାଦନା]
୧. ଅଶ୍ୱ; ଘୋଡ଼ା —୧. Horse.
୨. ଲଟୁ (ଦେଖ) - —୨. Laṭu (See)
୩. ରାଗିଣୀ ବିଶେଷ —୩. Name of a musical tune.
୪. ସଙ୍ଗୀତର ସ୍ୱରର ପ୍ରକାର ବିଶେଷ —୪. A kind of tone.
୫. ବର୍ଣ୍ଣସଙ୍କର ଜାତି ବିଶେଷ —୫. Name of a hybrid caste.
୬. ଲମ୍ପଟ ବ୍ୟକ୍ତି —୬. Adulterer.
(ଲଟ୍ୱା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଦୁଶ୍ଚରିତ୍ର —Of bad character.