ଲଟ୍ୱା
ଦେଖଣା
ଲଟ୍ୱା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ଲଟ୍ୱ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଲଟା କରଞ୍ଜ (ଦେଖ) - ୧. Laṭā karan̄ja (See)
- ୨. ଗ୍ରାମ୍ୟ ଚଟକ ପକ୍ଷୀ; ଘରଚଟିଆ ଚଢ଼େଇ —୨. House-sparrow.
- ୩. ମିଷ୍ଟାନ୍ନ ବିଶେଷ —୩. A sort of sweet meat.
- ୪. ଭ୍ରମର —୪. Black bee.
- ୫. ବାଦ୍ୟ ବିଶେଷ — ୫. A kind of Musical instrument.
- ୬. କୁସୁମ ଫୁଲ (ହିନ୍ଦୀ - ଶ.) —୬. Safflower.
- ୭. ଅଳକ; ଚୂର୍ଣ୍ଣକୁନ୍ତଳ (ହିନ୍ଦୀ - ଶ.) —୭. Curls of hair on the forehead.
- ୮. ଚିତ୍ରତୂଳିକା (ହିନ୍ଦୀ - ଶ.) —୮. Painter's brush.
- ୯. ବ୍ୟଭିଚାରିଣୀ ସ୍ତ୍ରୀ (ହିନ୍ଦୀ - ଶ) — ୯. An adulteress; unchaste woman (Apte).
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ଦୁଶ୍ଚରିତ୍ରା —Dissolute (woman).