ଲଟ୍ ଲଟ୍
(ବହୁ ବ୍ୟକ୍ତିଙ୍କ କ୍ରିୟାସୂଚକ)— (ବହୁତ ଲୋକ ହଠାତ୍) ଭୂମିରେ ଲମ୍ୱ ହୋଇ ଶୋଇ ପଡ଼ିବା ପ୍ରକାରେ —(many people at a time to lie down) Prostrate.