ଲଟ ଛିଣ୍ଡିବା
ଦେଖଣା
ଲଟ ଛିଣ୍ଡିବା
ଉଚ୍ଚାରଣ
[ସମ୍ପାଦନା]ଲଟ ଛିଣ୍ଡିଯିବା, ଲଟ ତୁଟିବା, ଲଟ ଯିବା—ଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅଡ଼ୁଆ ତୁଟିଯିବା —୧. Clearance of complications.
- ୨. ସମ୍ପର୍କ ତୁଟାଯିବା —୨. Severance of connection or relationship.
- ୩. ଗୁରୁ ଦାୟିତ୍ୱରୁ ନିଷ୍କତି
ଅନୁବାଦ
[ସମ୍ପାଦନା]ଲଟ ଛିଣ୍ଡିବା
|
୩. Release frrom a grave responsibility.