Jump to content

ଲଟ ଛିଣ୍ଡେଇବା

ଉଇକିଅଭିଧାନ‌ରୁ

ଲଟ ଛିଣ୍ଡେଇବା

ଉଚ୍ଚାରଣ

[ସମ୍ପାଦନା]

[ଲଟ ତୁଟା(ଟେ)ଇବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅଳିଆ ସଫା କରିବା — ୧. To clear off any intricacy.
୨. ସମ୍ପର୍କ ତୁଟାଇବା —୨. To cut off connection.
୩. ଗୁରୁ ଦାୟିତ୍ୱରୁ ନିଷ୍କୃତ ହେବା — ୩. To release a person from a grave responsibility.