ଲଟ ଲଗାଇବା
ଦେଖଣା
ଲଟ ଲଗାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଟ ଲଗାଇବା
|
[ବିପରୀତ—ଲଟ ଛିଣ୍ଡା(ଣ୍ଡେ)ଇବା]
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅଡ଼ୁଆ ଲଗାଇବା; କୌଣସି ଗୋଳମାଳ ଆରମ୍ଭ କରିବା —୧. To start complications; to create confusion; to make matters intricate.
- ୨. ସମ୍ପର୍କ ଆରମ୍ଭ କରିବା —୨. To start a connection.