Jump to content

ଲଟ ଲଗେଇବା

ଉଇକିଅଭିଧାନ‌ରୁ

ଲଟ ଲଗେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ବିପରୀତ—ଲଟ ଛିଣ୍ଡା(ଣ୍ଡେ)ଇବା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅଡ଼ୁଆ ଲଗାଇବା; କୌଣସି ଗୋଳମାଳ ଆରମ୍ଭ କରିବା —୧. To start complications; to create confusion; to make matters intricate.
୨: ସମ୍ପର୍କ ଆରମ୍ଭ କରିବା —୨. To start a connection.