Jump to content

ଲଠା

ଉଇକିଅଭିଧାନ‌ରୁ

ଲଠା

ଉଚ୍ଚାରଣ

[ସମ୍ପାଦନା]

(ଲଟ୍ଠା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଦେଶଜ - ଯଷ୍ଟି; ପ୍ରା, ଲଟ୍ଠି)

[ସମ୍ପାଦନା]
୧. ଲମ୍ୱ ଯଷ୍ଟି — ୧. Long stick.
୨. ଜମି ମାପ କରିବାର ପଦିକା ବା ଦଣ୍ଡ —୨. A long pole for measuring land.
୩. (ସଂସ୍କୃତ - ଅଟ୍ଟ) ଅଠା —୩. Gum.

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଢିଙ୍କିରେ କୁଟା ହୋଇ ପିଣ୍ଡୀକୃତ ମହୁଲ; ଢିଙ୍କିରେ କୁଟା ହୋଇଥିବା ମହୁଲ ମେଞ୍ଚା —A ball of Mahuā pestled with a ḍhiṅki

[ଦ୍ରଷ୍ଟବ୍ୟ —ମହୁଲକୁ ମୁଢ଼ି ସଙ୍ଗେ ମିଶାଇ ଢିଙ୍କିରେ କୁଟିଲେ ତାହା ମେଞ୍ଚା ମେଞ୍ଚା ହୋଇଯାଏ କୋମଳ ହୋଇଯିବାରୁ ଲୋକେ ତାକୁ ଜଳଖିଆ ରୂପେ ଖାଆନ୍ତି]