ଲଠା ଖୁରୁଡ଼
ଦେଖଣା
ଲଠା ଖୁରୁଡ଼
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ପୁରୀ ଜିଲ୍ଲା) ବିଶେଷ୍ୟ -
[ସମ୍ପାଦନା]କଶୋର ନଡ଼ିଆରୁ ହୋଇଥିବା ଖୁରୁଡ଼ —The dried kernel of half-ripe cocoanut.
[ଦ୍ରଷ୍ଟବ୍ୟ —ଯେଉଁ ଖୁରୁଡ଼ ନଡ଼ିଆକୁ ହାତରେ ହଲାଇ ବଜାଇଲେ ତହିଁ ମଧ୍ୟର ଅଣ୍ଡାକାର ଶସ ଷଢ଼େଇରୁ ସମ୍ପୂର୍ଣ୍ଣ ରୂପେ ଛାଡ଼ି ନ ଥିବାରୁ ତାହା ଖଡ଼ଖଡ଼ ହୋଇ ବାଜେ ନାହିଁ; ତାକୁ ଲଠା ଖୁରୁଡ଼ କହନ୍ତି]