Jump to content

ଲଠିଆଳ

ଉଇକିଅଭିଧାନ‌ରୁ

ଲଠିଆଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯଷ୍ଟିଧାରୀ ବ୍ୟକ୍ତି; ଯଷ୍ଟି ପ୍ରହରଣାୟୂଧ ବ୍ୟକ୍ତି ୧. A man armed with a stick as a weapon of offence.
୨. ଯଷ୍ଟିଦ୍ୱାରା ପଥିକମାନଙ୍କୁ ଆକ୍ରମଣ କରିବା ଦସ୍ୟୁ — ୨. A robber who attacks travellers with sticks.
୩. ଯଷ୍ଟିଦ୍ୱାରା ଅନ୍ୟ ବ୍ୟକ୍ତିକୁ ପ୍ରହାର କରି ଧନ ଉପାର୍ଜନ କରିବା ବ୍ୟକ୍ତି —୩. A man who earns his living by striking persons with sticks.