ଲଡ଼
ଦେଖଣା
ଲଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା][ଲେଡ଼ି—ସ୍ତ୍ରୀ]
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଇଂଲଣ୍ଡର ସମ୍ୱ୍ରାନ୍ତ ବଂଶୀୟ ଜମିଦାର ମାନଙ୍କର ଉପାଧି ବିଶେଷ —Lord (a title of landlords in England).
[ଦ୍ରଷ୍ଟବ୍ୟ —ଲର୍ଡ ଉପାଧିକାରୀ ଅଧିକୃତ ଅଞ୍ଚଳର ନାମର ପୂର୍ବରେ (ଯଥା —Lord Ripon ବା Lord of Ripon.) କିମ୍ୱା ଉକ୍ତ ବ୍ୟକ୍ତିଙ୍କ ବଂଶର ବା ଜମିଦାରିର ବା ବାସସ୍ଥାନର ନାମ ପୂର୍ବରେ ଏହି ଶବ୍ଦ ବ୍ୟବହୃତ ହୁଏ ଏହ ଉପାଧି ଇଂଲଣ୍ଡର ଜମିଦାରମାନଙ୍କ ବଂଶଗତ ଉପାଧି ଅଟେ କିନ୍ତୁ ବିଶେଷ ବିଶେଷ ବ୍ୟକ୍ତିଙ୍କୁ ମଧ୍ୟ ବିଲାତର ରାଜା ଏ ଉପାଧି ଦିଅନ୍ତି ଭାରତୀୟ ବ୍ୟକ୍ତିମାନଙ୍କୁ ମଧ୍ୟ ଇଂଲଣ୍ଡର ରାଜା ଏ ଉପାଧିରେ ଭୂଷିତ କରିବାର ସୃଷ୍ଟି ରି ବାରିଷ୍ଟର୍ ସ୍ୱର୍ଗୀୟ ଶ୍ରୀ ସତ୍ୟେନ୍ଦ୍ର ପ୍ରସନ୍ନ ସିଂହଙ୍କୁ ଏ ହି ଉପାଧି ଦେଇ ଥିଲେ (Lord S. p. Sinha ବା Lord Sinha). ତାଙ୍କ ଜନ୍ମସ୍ଥାନର ନାମ ପୂର୍ବରେ ଏ ଉପାଧି ଖଞ୍ଜା ହୋଇଥିଲା ଯଥା —Lord of Raipur. ଲର୍ଡ଼ମାନଙ୍କ ସ୍ତ୍ରୀମାନଙ୍କ ଉପାଧି ଲେଡ଼ୀ]