Jump to content

ଲଡ଼ୁ କେଶ ମହାପାତ୍ର

ଉଇକିଅଭିଧାନ‌ରୁ

ଲଡ଼ୁ କେଶ ମହାପାତ୍ର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ନାମ)

[ସମ୍ପାଦନା]
୧. ଜନୈକ ସଂସ୍କୃତ ବ୍ରାହ୍ମଣ ପଣ୍ଡିତ —୨. The name of a Brahmin Sanskrit pandit.

[ଦ୍ରଷ୍ଟବ୍ୟ —ଏହାଙ୍କ ଜନ୍ମସ୍ଥାନ—ନୂଆଗଡ଼ ମାନଧାତା ପୁର ଶାସନ ଏ ସଂସ୍କୃତ ବ୍ୟାକରଣ ଉତ୍ତମରୂପେ ଜାଣି ଥିଲେ; ସଙ୍ଗୀତ ଓ କାମଦୁହା ଚଉତିଶାଦି ରଚନା କରିଥିଲେ]

୨. ନୟାଗଡ଼ରେ ପ୍ରସିଦ୍ଧ ସ୍ୱର୍ଗୀୟ ବୈଦ୍ୟରାଜ — ୨. Name of the late Larukeṡa Mahapatra a physician of Nayagarh Siba.