Jump to content

ଲଡ଼୍କା

ଉଇକିଅଭିଧାନ‌ରୁ

ଲଡ଼୍କା

ଉଚ୍ଚାରଣ

[ସମ୍ପାଦନା]
(ଲଡ଼କା—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

(ଅଧୁନା ଅପ୍ରଚଳ)

ବୈଦେଶିକ - ବିଶେଷ୍ୟ - (ହିନ୍ଦିରୁ ଅନୁକୃତ) (ସଂସ୍କୃତ - ଲଡ଼୍ ଧାତୁ=ଲାଳନ କରିବା; ସଂସ୍କୃତ - ଲଟ୍ ଧାତୁ=ପିଲା ପରି ଆଚରଣ କରିବା)

[ସମ୍ପାଦନା]
୧. ପୁତ୍ର —୧. Son.

(ଉ—ତାହା ବାଦ୍ ଆଲି ମିଆଁ ଲଡ଼କାକୁ ପାଖରେ ବସାଇ ବିଷୟ କର୍ମ ଚଳାଇବା ବିଷୟରେ ଅନେକ ଉପଦେଶ ଦେଲେ ଫକୀରମୋହନ. ଛମାଣ. ଆଠଗୁଣ୍ଠ)

୨. ସନ୍ତାନ; ଶିଶୁ —୨. Male child; infant.

(ଉ—ବାଡ଼ି ଠୁକୁ ଠୁକୁ, କାଖେ ଲଡ଼କା, ବାଟେ ଦ୍ୱଜବର ଦେଖିବ ଏକା, ପାଆକେ କୁମ୍ଭାର, କୋଶକେ ତେଲି, ବାପ ଘର ହେଲେ ନ ଯିବ ପେଲି ଖନା ବଚନ)

୩. ଲୁ଼ଡୁକା; ନାକରୁ ବା କାନରୁ ଝୁଲୁଥିବା; ଅଳଙ୍କାର — ୩. A pendant for the ear or nose (ornament).

ଅନୁବାଦ

[ସମ୍ପାଦନା]

ଦେଶଜ - ବିଣ—(ସଂସ୍କୃତ - ଲଡ଼୍ ଧାତୁ)

[ସମ୍ପାଦନା]

ଲଡ଼ ଲଡ଼ ହେଉଥିବା; ଶ୍ଳଥ ବା ହୁଗୁଳା ହୋଇ ଗର୍ତ୍ତରେ ବସାଯାଇଥିବା ବା ଝୁଲୁଥିବା —Hanging loosely; set loosely.