ଲଡ଼ ଲଡ଼
(ଲଡ଼ଲଡ଼ିଆ—ଅନ୍ୟରୂପ)
ନଡ଼ ନଡ଼— (ଦେଖ) - —Naṟḍ̠anaṟḍ̠a (See)
[ଉ—ଖଣ୍ଡା ବାଜି କାର ଛିଡ଼ିଅଛି ପିଠି ହାଡ ଉଠିଲେ ଅଣ୍ଟା ହେଉଛି ଲଡ଼ ଲଡ଼ କୃଷ୍ଣସିଂହ. ମହାଭାରତ. କର୍ଣ୍ଣ]