Jump to content

ଲଡ୍ଡୁ

ଉଇକିଅଭିଧାନ‌ରୁ

ଲଡ୍ଡୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଲଡ଼ ଧାତୁ=କମ୍ପିତ ହେବା+କର୍ତ୍ତୃ. ଡ଼)

[ସମ୍ପାଦନା]
୧. ମୋଦକ; ମିଠେଇ —୧. Confictionery.
୨. ଲଡ଼ୁ; ମିଷ୍ଟାନ୍ନ ଗୋଳକ —୨. A ball of sweetmeat (Apte).

[ଦ୍ରଷ୍ଟବ୍ୟ —ବେଶନ (ବୁଟଚୂନା ମୁଗଚୂନା ବା ବିରିଚୁନାକୁ ପାଣିଆ କରି ପିଠଉ ପରି ଗୋଳାଇ ନିଆଁ ଉପରେ ବସିଥିବା ଘୃତ ବା ତୈଳ ପୂର୍ଣ୍ଣ କରେଇ ଉପରେ ଜାଲିଚଟୁରେ ଛିଦ୍ର ବାଟେ ଉକ୍ତ ପିଠଉକୁ ଛାଣିଲେ ତାହା କ୍ଷୁଦ୍ର କ୍ଷୁଦ୍ର ଦାନାରେ ପରିଣତ ହୁଏ ତାକୁ କରେଇରୁ ଛାଣି ଆଣି ପୂର୍ବରୁ ପ୍ରସ୍ତୁତ ଥିବା ଶିରାରେ ପକାଇ ରଖିବାକୁ ହୁଏ ସେ ଦାନାମାନ ଶିରାରେ ବତୁରି ଗଲେ ହାତରେ ବଳି ଲଡ଼ୁ କରାଯାଏ)]