Jump to content

ଲଢ଼ିବା

ଉଇକିଅଭିଧାନ‌ରୁ

ଲଢ଼ିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରି. (ସଂସ୍କୃତ - ରଣ ଧାତୁ)

[ସମ୍ପାଦନା]
୧. ଯୁଦ୍ଧ କରିବା; ଶତ୍ରୁକୁ ଆଘାତ କରିବା —୧. To fight.
୨. ଯୁକ୍ତି ପ୍ରଦର୍ଶନ କରି ନିଜ ପକ୍ଷ ସମର୍ଥନ କରିବା — ୨. To support one's cause by reasoning or argument.

[ଉ—ଆଜି ଆପଣଙ୍କ ସକାଶେ ସାହେବଙ୍କ ଆଗରେ କିପରି ଲଢ଼ିଲି ଫକୀର— ମୋହନ. ଛମାଣ ଆଠଗୁଣ୍ଠ]

୩. ପରସ୍ପର ସହିତ ସଂଘର୍ଷ କରିବା —୩. To come in mutual contact; to collide.
୪. ବାକ୍ଯୁଦ୍ଧ କରିବା —୪. To engage in wordy duel.
୫. ମଲ୍ଲ ଯୁଦ୍ଧ କରିବା —୫. To wrestle with a rival
୬. ତର୍କ କରିବା —୬. To argue.
୭. ମକଦମାରେ ନିଜର ପକ୍ଷ ସମର୍ଥନ କରି ବାଦୀର ବିପକ୍ଷରେ ମକଦମା ଚଳାଇବା —୭. To contest a suit
୮. (ମେଣ୍ଡା, କୁକୁଡ଼ା, ଷଣ୍ଡ ଆଦି) ପରସ୍ପର ସହିତ ବଳ କଷାକଷି ହେବା —୮. To fight (said of fighting rams, cocks and bulls).