Jump to content

ଲଢ଼େଇ ଦେବା

ଉଇକିଅଭିଧାନ‌ରୁ

ଲଢ଼େଇ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଯୁଦ୍ଧ କରିବା —୧. To fight with

[ଉ— ଏବେ ଆସ ୟାକୁ ଲଢ଼ାଇ ଆମ୍ଭେ ଦେବା, ହାଡ଼ ତୁଲେ ମାଉଁସ ରଗଡ଼ି ଖାଇବା କୃଷ୍ଣସିଂହ. ମହାଭାରତ ବନ ]

୨. (ଲଢ଼ିବାର ପ୍ରୟୋଗଜକରୂପେ) ଦୁଇ ଜଣକୁ ବା ଜୀବଙ୍କୁ ଯୁଦ୍ଧରେ ପ୍ରବୃତ୍ତ କରାଇବା —୨. To set to fight.

(ଯଥା—ଦୁଇଟା ମେଣ୍ଡାଙ୍କୁ ଲଢ଼ାଇ ଦେବା)

୩. ବିରୁଦ୍ଧାଚରଣ କରାଇବା —୩. To make one act contrary to.