ଲଣ୍ଟେନିଶ୍
ଦେଖଣା
ଲଣ୍ଟେନିଶ୍
ଉଚ୍ଚାରଣ
[ସମ୍ପାଦନା](ଲନ୍ଟେନିଶ୍—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ଣ. (ଇଂ)
[ସମ୍ପାଦନା]ମଝିରେ ଅଢ଼େଇ ବା ୩ଫୁଟ୍ ଉଚ୍ଚ ଜାଲବାଡ଼ି ଟାଙ୍ଗି ତହିଁର ଦୁଇ ପାଖରେ ଦୁଇ ଦଳ ଖେଳାଳିଙ୍କ ଫମ୍ଫାପେଣ୍ଡୁ ବାଡ଼ିଆ— ବାଡ଼େଇ ଖେଳ —The outdoor game of Lawn tennis.
[ ଦ୍ର— ଏ ଖେଳରେ ପେଣ୍ଡୁକୁ ବାଡ଼େଇବା ପଟା ଗୁଡ଼ିଆଙ୍କ ଚଟୁପରି ମୁହଁପାଖେ ଚଟକା ହୋଇଥାଏ ଓ ସେ ଚଟକା ଅଂଶରେ ତାର ମାନ ଛନ୍ଦା ହୋଇଥାଏ ]