ଲଣ୍ଡ
ଦେଖଣା
ଲଣ୍ଡ
ଉଚ୍ଚାରଣ
[ସମ୍ପାଦନା](ଲଣ୍ଡା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଲଣ୍ଡ
|
ସଂସ୍କୃତ - ବିଶେଷ୍ୟ - (ଲଣ୍ଡ ଧାତୁ= ଉତ୍ସର୍ଗ କରିବା, ତ୍ୟାଗ କରିବା କରିବା+ ଭାବ. ଅ)
[ସମ୍ପାଦନା]- ୧. ଉତ୍କ୍ଷେପଣ; ଇତସ୍ତତଃ ଫୋପାଡ଼ିବା — ୧. Tossing.
- ୨. (+କର୍ମ. ଅ) ବିଷ୍ଠା; ଗୁହ —୨. Ordure; excrement.
- ୩. କଠିନ ଲମ୍ୱାକୃତ ବିଷ୍ଠାଖଣ୍ଡ —୩. A long bit or roll of night-soil.
[ ଉ—ଲଣ୍ଡତ ଲଣ୍ଡ ବିଶିମୂରତି! ଓପରେ ଧରିଛ ଖପରକାତି; ଲଣ୍ଡ କିଏ ହଗିଲା? କହତ ଶୀଶୁଗୀତ]
[ଦ୍ରଷ୍ଟବ୍ୟ —ଛୋଟ ଲଣ୍ଡକୁ ଲଣ୍ଡି ବୋଲାଯାଏ ]
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲଣ୍ଡ୍)
[ସମ୍ପାଦନା]ଲାଣ୍ଡ —Land.
[ଦ୍ରଷ୍ଟବ୍ୟ —ଏହା 'ଲଣ୍ଡ' (ଦେଶ) ବାଚକ ଅନ୍ୟ ଶବ୍ଦ ସଙ୍ଗେ 'ଲଣ୍ଡ' ରୂପରେ ଓଡ଼ିଆରେ ଉଚ୍ଚାରିତ (ଯଥା—ଇଂଲଣ୍ଡ, ସ୍କଟଲଣ୍ଡ, ଗ୍ରୀନଲଣ୍ଡ, ଲାପଲଣ୍ଡ, ଫିନ୍ ଲଣ୍ଡ]