Jump to content

ଲଣ୍ଡାଏ

ଉଇକିଅଭିଧାନ‌ରୁ

ଲଣ୍ଡାଏ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଲଣ୍ଡେ— ଅନ୍ୟରୂପ]

ଦେଶଜ - ବିଶେଷଣ - ଓ ବିଶେଷ୍ୟ -

[ସମ୍ପାଦନା]

ମେଦାଏ; ପୁଳାଏ; ଏକ ମେଦ; ଏକତ୍ର ରାଶୀକୃତ ପୁଳାଏ (ବିଷ୍ଠା, ଗୋବର ବା ଛେପ) — A mass of (cowdung, ordure or spittle).

[ ଯଥା—ଲଣ୍ଡାଏ ଛପ, ଲଣ୍ଡାଏ ଗୋବର, ଲଣ୍ଡାଏ ଖଙ୍କାର ]