Jump to content

ଲଣ୍ଡା କରିବା

ଉଇକିଅଭିଧାନ‌ରୁ

ଲଣ୍ଡା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମସ୍ତକର କେଶକୁ ସମ୍ଫୂର୍ଣ୍ଣରୂପେ ମୁଣ୍ଡିତ ବା ମିର୍ମୂଳ କରିବା —୧. To shave the head clean.
୨. ମୁଣ୍ଡର ବାଳକୁ କତୁରିଦ୍ୱାରା ଛୋଟ ଛୋଟ କରି କାଟିବା —୨. To crop up the hair of the head with scissors.
୩. ବୃକ୍ଷର ଶାଖା ଆଦିକୁ କାଟି ସ୍ଥାଣୁ କରିବା —୩. To lop off the branches of a tree.