Jump to content

ଲଣ୍ଡା ମୁଣ୍ଡା

ଉଇକିଅଭିଧାନ‌ରୁ

ଲଣ୍ଡା ମୁଣ୍ଡା

ଉଚ୍ଚାରଣ

[ସମ୍ପାଦନା]

(ଲଣ୍ଡା ମୁଣ୍ଡିଆ— ଅନ୍ୟରୂପ)

ଲାଣ୍ଢିମୁଣ୍ଡୣ, ଲଣ୍ଡିମୁଣ୍ଡୀସ୍ତ୍ରୀ

ଦେଶଜ - ବିଶେଷଣ - ପୁଂ.— (ସଂସ୍କୃତ - ମୁଣ୍ଡିତମୁଣ୍ଡ)

[ସମ୍ପାଦନା]
୧. ମୁଣ୍ଡିତ— କେଶ —୧. With the head clean shaven;
୨. ଲୁନଶିଖ —୨. With tonsured head.
୩. ଟାଙ୍ଗରା —୩. Bald headed.

(ଉ— ଲଣ୍ଡାମୁଣ୍ଡା ପୋଇଁ କେରେଣ୍ଡା, ସିଂଘି ଦୁଆରେ ଥାଏ, ଅଇଁଠା ଭାତରୁ ଗଣ୍ଡିଏ ପାଇଲେ ପାଣି ଛଡ଼େଇ ଖାଏ—ଢଗ)