ଲଣ୍ଡା ମୁଣ୍ଡୀ ପୁଇକରାଣ୍ଡି
ଦେଖଣା
ଲଣ୍ଡା ମୁଣ୍ଡୀ ପୁଇକରାଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଣ୍ଡା ମୁଣ୍ଡୀ ପୁଇକରାଣ୍ଡି
|
(ନଣ୍ଡା ମୁଣ୍ଡା ପୁ[ପୋ]ଇ କେରେଣ୍ଡା—ପୁଂ)
ଦେଶଜ - ବିଶେଷ୍ୟ - ସ୍ତ୍ରୀ (ଗାଳି ଓ ତୁଛାର୍ଥରେ ବ୍ୟବହୃତ)
[ସମ୍ପାଦନା]ଅସୁନ୍ଦରୀ ଓ ନୀଚା ସ୍ତ୍ରୀ —An ugly and low woman.
[ଦ୍ରଷ୍ଟବ୍ୟ — ଏଥିରେ ସମ୍ପୂର୍ଣ୍ଣ ପଦ— ଲାଣ୍ଡୀ ମୁଣ୍ଡୀ (ଲଣ୍ଡା ମୁଣ୍ଡା) ପୁଇ କେରାଣ୍ଡୀ(ପୁଇକେରଣ୍ଡା) ସିଂଘଦୁଆରେ ଥାଏ, ଅଇଁଠାପତର ଖଣ୍ଡିଏ ପାଇଲେ ଚାଟି ଚୁଟି ଖାଏ ଢଗ]