ଲଣ୍ଡୀ ମୟର
ଦେଖଣା
ଲଣ୍ଡୀ ମୟର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଣ୍ଡୀ ମୟର
|
ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ପୁଛହୀନା ମୟୂରୀ —The tailloess peahen.
[ଦ୍ରଷ୍ଟବ୍ୟ —ମୟୂରୀ ମାନଙ୍କର ଲାଞ୍ଜ ନ ଥିବାରୁ ସେମାନଙ୍କୁ ଲାଣ୍ଡୀ ମୟୂପ କହନ୍ତି ଓ ପୁଛବିଶିଷ୍ଟପୁଲିଙ୍ଗ - ମୟୂରଙ୍କ ଲଞ୍ଜା ମୟୂର କହନ୍ତି]