Jump to content

ଲଣ୍ଡୁ କରିବା

ଉଇକିଅଭିଧାନ‌ରୁ

ଲଣ୍ଡୁ କରିବା

ଉଚ୍ଚାରଣ

[ସମ୍ପାଦନା]

[ଲାଣ୍ଡୁ ବନା(ନେ)ଇବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଗଛରେ ଥିବା ଶାଖାକୁ ବାଟିବାଦ୍ୱାରା ଗଛକୁ ଶାଖାଶୂନ୍ୟ କରିବା —୧. To lop off the branches from a tree.
୨. ପିନ୍ଧିଥିବା ଅଳଙ୍କାରକୁ କାଢ଼ିବାଦ୍ୱାରା ମନୁଷ୍ୟକୁ ଅଳଙ୍କାର ବିହୀନ କରିବା —୨. To divest a person of all the ornaments.
୩. ମୁଣ୍ଡରେ ଥିବା କେଶକୁ ଖିଅର କରିବାଦ୍ୱାରା ଲଣ୍ଡା କରିବା —୩. To shave the head of a person clean.
୪. ପୁତ୍ର ସନ୍ତାନ ଆଦିକୁ ହତ୍ୟା କରିବାଦ୍ୱାରା ମନୁଷ୍ୟକୁ ଅପତ୍ୟହୀନ କରିବା
୪. To kill all the offsprings of a person.
୫. କୌଣସି ବ୍ୟକ୍ତିର ପାଖରେ ଥିବା ସମସ୍ତ ଧନକୁ ଅପହରଣ କରିବାଦ୍ୱାରା ତାହାକୁ ନିର୍ଧନ କରିବା —୫. To deprive a person of all his wealth.
୬. ମେଣ୍ଢାର ବାଳଯାକ କାଟିନେବା—ଦ୍ୱାରା ମେଣ୍ଢାକୁ ନିର୍ବାଳୁଆ କରିବା —୬. To shear wool from a sheep.