ଲଣ୍ଡ ସଣ୍ଡ
ଦେଖଣା
ଲଣ୍ଡ ସଣ୍ଡ
ଉଚ୍ଚାରଣ
[ସମ୍ପାଦନା](ଲଣ୍ଡସଣ୍ଡିଆ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଲଣ୍ଡ ସଣ୍ଡ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଲଣ୍ଡ ଭଣ୍ଡ (ଦେଖ) - —୧. Laṇḍ bhaṇḍa (See)
- ୨. ଧଣ୍ଡସଣ୍ଡ; ଅଶ୍ଳୀଳ (ବାକ୍ୟ) —୨. Obscene (words)
- ୩. ପୂର୍ବାପର ସମ୍ୱନ୍ଧହୀନ (ବାକ୍ୟ) —୩. Incoherent (words).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅଶୀଳ ବାକ୍ୟ —୧. Obscene words.
- ୨. ପୂର୍ବାପର ସମ୍ୱନ୍ଧହୀନ ବାକ୍ୟ —୨. Incoherent words.