Jump to content

ଲଣ୍ତା

ଉଇକିଅଭିଧାନ‌ରୁ
  • ବିଷ୍ଠାର ଲଣ୍ତ
  • ବିଷ୍ଠାର, ଗୋବରର ବା ଛେପ ଆଦିର ମେଦା ବା ବଡ଼ ପିଣ୍ତ
  • ଲୁନକେଶ ବ୍ୟକ୍ତି
  • ଟାଙ୍ଗରା ଲୋକ
  • ମୁଣ୍ତିତମୁଣ୍ତ ବ୍ୟକ୍ତି
  • ମୁସଲମାନ୍
  • ଅପର୍ତ୍ତିଆଣି ବାଳକର ନାମ

ବିଶେଷଣ (ଦେଶଜ)

[ସମ୍ପାଦନା]
  • ଟାଙ୍ଗରା
  • ମୁଣ୍ତିତ କେଶ
  • ଲୂନ ଶିଖ
  • ଶାଖାହୀନ; ସ୍ଥାଣୁ; ମୁଣ୍ତିତଶାଅଖ
  • ଯେଉଁ କୂଅରେ ଘୋଡାନନ୍ଦ ନ ଥାଏ
  • ଅଳଙ୍କାରହୀନ; ଅନଳଂକୃତ